ଓଡିଶାକୁ ପୁଣି ଆସୁଛି ଆଉ ବାତ୍ୟା ‘ଡିଆଁମୁ’ ଆଇଏମଡି ପକ୍ଷରୁ ପୂର୍ବାନୁମାନ |

ମାଡିଆସୁଛି ବାତ୍ୟା | ଆସନ୍ତା ୨୬ ତାରିଖରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) | ଦକ୍ଷିଣ ଓଡିଶା -ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି କୁହାଯାଉଛି | ଏହା …

Read More

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀ ଓ ଡିଏଫଓଙ୍କ ହୋଇପାରେ ଲାଇ ଡିଟେକସନ୍‌ ଟେଷ୍ଟ

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି । ଏହି କ୍ରମରେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମକେଶରୀ ବେହେରାଙ୍କୁ ଆଜି ୩ ଘଣ୍ଟା ଧରି ଜେରା କରିଛି କ୍ରାଇମବ୍ରାଞ୍ଚ । ଡ଼ିଏଫଓଙ୍କୁ …

Read More

ACF ଡେଥ୍ ମିଷ୍ଟ୍ରି: ଆଜି ସନ୍ଧ୍ୟାରେ ଜେରା ହେବେ ତହସିଲଦାର, ଜିଲ୍ଲାପାଳ ଓ ଡିଏଫଓ କେବେ?

ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା । ଚାରିଦିନ ପୂର୍ବେ କ୍ରାଇମବ୍ରାଞ୍ଚ ଏହି ଘଟଣାର ଦାୟିତ୍ୱ ନେବା ପରେ ନୂଆ ଷ୍ଟାଇଲରେ ଆରମ୍ଭ ହୋଇଛି ତଦନ୍ତ । ପୂର୍ବରୁ ପୋଲିସର ତଦନ୍ତକୁ …

Read More

ସେ ଖସିଯିବା ଲୋକ ନୁହଁ ତାକୁ ମାରିଦିଆ ଯାଇଛି |

ଗ୍ୟାଙ୍ଗଷ୍ଟର ହାଇଦରର ପୁଲିସ ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିବା ସୂଚନା । ଗ୍ୟାଙ୍ଗଷ୍ଟର ହାଇଦରକୁ ପୁଲିସ ଏନକାଉଣ୍ଟର କରିଛି । କଟକ ଜିଲ୍ଲା ଚୌଦ୍ୱାର ଜେଲରୁ ମୟୂରଭଂଜ ଜିଲ୍ଲା ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ଏନକାଉଣ୍ଟର କରିଛି ପୁଲିସ । …

Read More

ମୁ ଅଜାଗାରେ Tatoo କରିଛି ବୋଲି ସେ ଡିଷ୍ଟର୍ବ ହୋଇଗଲା |

ଭୁବନେଶ୍ୱର : ପୁଅ କାନ୍ଦି କାନ୍ଦି କହୁଛି ଚତୁର୍ଥୀ ରାତିରେ ମୋ ପାଖକୁ ଏକ ଫୋନ୍‌ କଲ୍‌ ଆସିଲାଆଉ କାଳ ଧରୁ ଧରୁ ଖରାପ ଭାଷା ଗାଳି ଆରମ୍ଭ ହେଲା କଲ୍‌ କରିଥିବା ବ୍ୟକ୍ତି ଜଣକ ମୋତେ କହିଥିଲେ, ତୋ ସ୍ତ୍ରୀର …

Read More

ତା ପ୍ରାଇଭେଟ ଜାଗାରେ ତା ପୁରୁଣା ପ୍ରେମିକ କରିଛି ଟାଟୁ | ନିଜ ପ୍ରେମିକ ନା ଲେଖିଛି ମୋ ସ୍ତ୍ରୀ |

କଟକ ମର୍କତନଗରର ମୋହିତ ଶର୍ମା ଓ ବାଲେଶ୍ୱରର ସୋନାଲି ଦାସଙ୍କ ମଧ୍ୟରେ ଫେସବୁକରୁ ପ୍ରେମ ହୋଇ, ଉଭୟ ପରିବାରର ସହମତିରେ ଗତବର୍ଷ ନଭେମ୍ବରରେ ବିବାହ ହୋଇଥିଲା। ହେଲେ ୮ ମାସ ନପୁରୁଣୁ ପତ୍ନୀଙ୍କ ବିରୋଧରେ ଥାନାରେ ସଂଗୀନ ଅଭିଯୋଗ କରିଛନ୍ତି ମୋହିତ। …

Read More

ପେଟ୍ରେଲ ସେତିକି , ଡିଜେଲ ୧୬ ପଇସା କମିଲା | ବଢ଼େଇଲା ବେଳକୁ ୩୦ ଟଙ୍କା କମେଇବା ୧୦ ପଇସା ଏ କଣ ?

ଗତ ଦୁଇ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଡିଜେଲ ଦର ହ୍ରାସ ପାଇଛି । ମଙ୍ଗଳବାର ଅର୍ଥାତ ଜୁଲାଇ ୧୩ରେ ଡିଜେଲ ଲିଟର ପିଛା ୧୬ ପଇସା କମିଛି । ତେବେ ପେଟ୍ରୋଲ ଦର ଅପରିବର୍ତ୍ତିତ ରହିଛି । …

Read More

ଭାଣିଜୀଙ୍କୁ ମିଳିଗଲା ବ୍ୟାଙ୍କ ଅଫିସର, କାଫେ ମାଲିକଙ୍କୁ କିଏ ପଚାରେ, ତେଣୁ ବଢ଼ିଥିଲା ବିକ୍ରମଙ୍କ ମାନସିକ ଚାପ |

ଗତକାଲି ବଲାଙ୍ଗିରରେ ଘଟିଥିବା ଆତଙ୍କରାଜ ଘଟଣାର ସୃଷ୍ଟିକର୍ତ୍ତା ବିକ୍ରମ ପଣ୍ଡାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ସଭିଙ୍କ ମନରେ ବର୍ତ୍ତମାନ ଗୋଟିଏ ପ୍ରଶ୍ନ- କିଏ ଏହି ବିକ୍ରମ, କାହିଁକି ସେ ଏପରି କଲେ? ବିକ୍ରମଙ୍କ କାରନାମା ପାଇଁ ପୋଲିସକୁ ସାଢ଼େ …

Read More

ଆଜି ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି |

ସମଗ୍ର ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ବଜ୍ରପାତ ଲାଗି ରହିଛି । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଆଭ୍ୟନ୍ତରୀଣ ଓଡିଶାର …

Read More