ବାଲେଶ୍ବର : ବାଲେଶ୍ବର ଜିଲ୍ଲାର ବାହାନଗରରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଆଜି ସନ୍ଧ୍ୟା ସମୟରେ ଭୁବନେଶ୍ଵର ଅଭିମୁଖେ ଆସୁଥିବା ସମୟରେ ଏକ ମାଲବାହୀ ଟ୍ରେନର ସହ ଦୁର୍ଘଟଣା ହୋଇଛି। ଖବର ପ୍ରକାଶ ପାଇବ ସାରି ୫୦ଜଣ ଆହତଙ୍କୁ ଉଧାର କରାଯାଇ ଅଛି। ଏବେବି ଅନେକ ଯାତ୍ରୀ ଟ୍ରେନ ତଳେ ଚାପିହୋଇ ରହିଛ୍ତିନ୍ତି | ଆଶା କର ଯାଉଚି ଯେ ଅବେବି ୪୦୦ ଜଣ ଯାତ୍ରୀ ଟ୍ରେନ ତଳେ ଚାପି ହେଇ ରହିଛନ୍ତି |
0 Comments