ଦେଓଗାଁ ସାପ୍ତାହିକ ହାଟରୁ ବାଇକ ଚୋରୀ ଅଭିଯୋଗ |
ଘଷିପୁରା: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଦେଓଗାଁ ସାପ୍ତାହିକ ହାଟରେ ଲୁଟେରାଙ୍କ ଉତ୍ପାତ ବଢ଼ିଚାଲିଛି । ସୋମବାର ଦିନ ହାଟରେ ବେପାରରେ ବ୍ୟେସ୍ତ ଥିବା ସମୟରେ କେହି ଦୂର୍ବୁତ ମଙ୍ଗଳପୁର ଗ୍ରାମ ର ବେପାରୀ ସମୀର ସାହୁଙ୍କ ବାଇକି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛି ଘଷିପୁରା ପୋଲିସ।
0 Comments